ଭୁବନେଶ୍ୱର – ଆସନ୍ତାକାଲି ସାଧାରଣତଃ ଦିବସ ପାଇଁ ବନ୍ଦ ରହିବ ରାଜ୍ୟର ପେଟ୍ରୋଲ ପମ୍ପ। କେବଳ ଜରୁରୀ ସେବା ପାଇଁ ପ୍ରତି ଜିଲ୍ଲାରେ କିଛି ପେଟ୍ରୋଲ ପମ୍ପ ଖୋଲିବ । ଏହି ସୂଚନା ଦେଇଛନ୍ତି ।
ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ ସଭାପତି ଶଶାଙ୍କ ସାହୁ । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ସହ ଆଲୋଚନା ପରେ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
Comments are closed.