ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ଭେଟିଲେ ନବନିଯୁକ୍ତ ବିଭାଗୀୟ ସଚିବ

ଭୁବନେଶ୍ୱର – ରାଜ୍ୟ ସମବାୟ ବିଭାଗର କମିଶନର ତଥା ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇଏଏସ ରାଜେଶ ପ୍ରଭାକର ପାଟିଲ । ଦାୟିତ୍ବ ଗ୍ରହଣ ପରେ ପ୍ରଭାକର ପାଟିଲ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ସାକ୍ଷାତ କରିଛନ୍ତି। ମନ୍ତ୍ରୀଙ୍କୁ ତାଙ୍କ ଲୋକସେବା ଭବନ ଅଫିସ ଚାମ୍ବରରେ ନବନିଯୁକ୍ତ ସମବାୟ କମିଶନର ତଥା ସଚିବ ପ୍ରଭାକର ପାଟିଲ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।

Comments are closed.