॥ ବାଲ କାଣ୍ଡ ॥
ସବୁ ସମାଜୁ ଏହି ଭାଁତି ବନାଈ । ଜନକ ଅବଧପୁର ଦୀହ୍ନ ପଠାଈ ॥
ଚଲିହି ବରାତ ସୁନତ ସବ ରାନୀଂ । ବିକଲ ମୀନଗନ ଜନୁ ଲଘୁ ପାନୀଂ ॥
ଭାବାର୍ଥ :- ରାଜା ଜନକ ଏହି ପ୍ରକାରେ ସମସ୍ତ ଉପହାର ବସ୍ତୁ ଗୁଡିକୁ ସଜାଇ ଦେଇ ଅଯୋଧ୍ୟା ପୁରୀକୁ ପଠାଇ ଦେଲେ । ବରଯାତ୍ରୀ ମାନେ ଏବେ ଚାଲିଯିବେ ଶୁଣି ସବୁ ରାଣୀ ମାନେ ଏପରି ବ୍ୟଥିତ ହୋଇଗଲେ, ଯେପରି ମାଛ ଅଳ୍ପ ପାଣିରେ ଛଟପଟ ହେଉଛନ୍ତି ।
Comments are closed.