ଗୀତା ଉପଦେଶ:- ଈଶ୍ୱରଙ୍କ ଠାରେ ସମଗ୍ର ଜୀବ ଜଗତକୁ ଏବଂ ସମଗ୍ର ଜୀବ ଜଗତରେ ଈଶ୍ୱରଙ୍କୁ ଯିଏ ଅନୁଭଵ କରିପାରେ ସିଏ ସମଦର୍ଶୀ

ଭଗବାନ ଅର୍ଜୁନ ଙ୍କୁ କହୁଛନ୍ତି 🙁 ସେ ସକଳ ଜୀବଙ୍କଠାରେ ଆତ୍ମା ନିବାସ କରିଥିବା ଏବଂ ଆତ୍ମାରେ ସର୍ବଜୀବ ନିବାସ କରିଥିବା କଥା ଦର୍ଶନ କରିଥାନ୍ତି )। ଏଥିପାଇଁ ସେ ସମଦର୍ଶୀ ହୋଇଥାନ୍ତି।

ଯୋ ମାଂ ପଶ୍ଯତି ସର୍ବତ୍ର ସର୍ବଂ ଚ ମୟି ପଶ୍ଯତି। ତସ୍ଯାହଂ ନ ପ୍ରଣଶ୍ଯାମି ସ ଚ ମେ ନ ପ୍ରଣଶ୍ଯତି ॥

ଭଗବାନ କହୁଛନ୍ତି :- ଧ୍ଯାନଯୋଗରେ ଯୁକ୍ତ ଯୋଗୀ ନିଜ ସ୍ବରୂପକୁ ସମସ୍ତଙ୍କଠାରେ ଏବଂ ସମସ୍ତଙ୍କୁ ନିଜ ସ୍ବରୂପରେ ଦେଖିଥାନ୍ତି । ( ସେ ସକଳ ଜୀବଙ୍କଠାରେ ଆତ୍ମା ନିବାସ କରିଥିବା ଏବଂ ଆତ୍ମାରେ ସର୍ବଜୀବ ନିବାସ କରିଥିବା କଥା ଦର୍ଶନ କରିଥାନ୍ତି )। ଏଥିପାଇଁ ସେ ସମଦର୍ଶୀ ହୋଇଥାନ୍ତି।

Comments are closed.