॥ ବାଲ କାଣ୍ଡ ॥
ତୁହ୍ମ ପୁଁଛହୁ ମୈଂ କହତ ଡେରାଉଁ । ଧରେହୁ ମୋ’ର ଘରଫୋରୀ ନାଉଁ ॥ ସଜି ପ୍ରତୀତି ବହୁବିଧି ଗଢି ଛୋଲୀ। ଅବଧ ସାଢସାତୀ ତବ ବୋଲୀ ॥
ଭାବାର୍ଥ :- ମଂଥରା ରାଣୀ କୈକେୟୀଙ୍କୁ କହିଲା, ତୁମେ ପଚାରୁଛି, ମୋତେ କିନ୍ତୁ ଡର ଲାଗୁଚି, କାରଣ ପ୍ରଥମରୁ ହିଁ ତୁମେ ମୋ ନାମ ଘର ଭାଙ୍ଗିବା ବାଲି ରଖି ଦେଇଛ। ଏଣୁ ସେ ବହୁତ ପ୍ରକାରେ ଲୁଣ ଲଙ୍କା ଲଗାଇ ରାଣୀ କୈକେୟୀଙ୍କ ମନରେ ବିଶ୍ବାସ ଜମେଇ, ଯେପରି ଅଜୋଧ୍ୟାରେ ବିଗତ ସାଢେ଼ ସାତ ବର୍ଷଧରି ଶନିଦଶା ଚାଲିଥିଲା ଠିକ୍ ସେହିପରି ଭାବରେ କଥା କହିଲା ।
Comments are closed.