ଗୀତା ଉପଦେଶ: ଭଗବାନଙ୍କ ପ୍ରତି ପୂର୍ଣ୍ଣ ପ୍ରେମ ଭାବ ହିଁ ଭକ୍ତି

ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଦଶମ ଅଧ୍ୟାୟରେ କହୁଛନ୍ତି : –

ଭୂୟ ଏବ ମହାବାହୋ ଶୃଣୁ ମେ ପରମଂ ବଚଃ ।
ୟତ୍ତେଽହଂ ପ୍ରୀୟମାଣାୟ ବକ୍ଷ୍ୟାମି ହିତକାମ୍ୟୟା ॥
ଭଗବାନ କ‌ହିଲେ – ହେ ମହାବାହୁ ଅର୍ଜୁନ ! ପୁନଶ୍ଚ ତୁମେ ମୋର ପରମ ବଚନ ଶୁଣ, ଯାହାକୁ ମୁଁ ତୁମର ହିତ ଉଦ୍ଦେଶ୍ୟରେ କ‌ହିବି; କାରଣ ତୁମେ ମୋ ପ୍ରତି ଅତ୍ୟନ୍ତ ପ୍ରେମ ଭାବ ରଖୁଛ ।

(ଗୀତା ୧୦ମ ଅ। ୧ମ ଶ୍ଲୋକ )

Comments are closed.