ଭୁବନେଶ୍ୱର – ତିନି ଚାରି ଦିନର କାଳବୈଶାଖୀ ବର୍ଷା ଓ କୋହଲା ପାଗ ପରେ ଆଜିଠାରୁ ରାଜ୍ୟରେ ପାରଦ ପୁଣି ଉପରମୁହାଁ ହେବା ସମ୍ଭାବନା ରହିଛି। ଆଜିଠୁ ୪ ଦିନ ଯାଏଁ ଦିନ ତାପମାତ୍ରା ୬ରୁ ୮ ଡିଗ୍ରୀ ସେଲସିୟସ ଯାଏଁ ବଢିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତ କିଛିଦିନ କାଳବୈଶାଖୀ ପ୍ରଭାବରେ ୧୦ ଜିଲ୍ଲାରେ ଅସହ୍ୟ ତାତିରୁ ଆଶ୍ୱସ୍ତି ମିଳିଥିଲା ।
କିନ୍ତୁ ଆଜିଠାରୁ ପାରଦ ଉପରମୁହାଁ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
Comments are closed.