॥ ଅଯୋଧ୍ୟା କାଣ୍ଡ ॥
ଏସିଉ ପୀର ବିହସି ତେହିଂ ଗୋଈ । ଚୋର ନାରି ଜିମି ପ୍ରଗଟି ନ ରୋଈ । ଲଖହିଂ ନ ଭୂପ କପଟ ଚତୁରାଈ । କୋଟି କୁଟିଲ ମନି ଗୁରୂ ପଢାଈ ॥
ଭାବାର୍ଥ :- ପ୍ରବଳ ଇର୍ଷା ଓ ଦ୍ବେଷରେ ଜଳୁଥିବା ହୃଦୟର ପିଡାକୁ ମଧ୍ୟ ସେ ହସିଦେଇ ଲୁଚାଇ ଦେଲେ, ଯେପରି ଚୋରର ସ୍ତ୍ରୀ ଧରାପଡିଲେ ତା’ର ଭେଦ ଖୋଲିଯିବା ଭୟରେ କାନ୍ଦେ ନାହିଁ । ରାଜା ଦଶରଥ ରାଣୀ କୈକେୟୀ ଙ୍କ ଏହି କପଟ-ଚତୁରତାକୁ ଦୃଷ୍ଟି ଦେଉନଥାନ୍ତି କାରଣ ଏପରି ଛଳନା ଅନେକଥର ଦେଖିଛନ୍ତି ।
Comments are closed.