ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ବାର ବାର ବିନବଉଁ ମୁନି ତେହୀ ।
ଜିମି ୟହ କଥା ସୁନାୟହୁ ମୋହୀ ॥
ତିମି ଜିନି ହରିହି ସୁନାବହୁ କବହୁଁ ।
ଚଲଜହୁଁ ପ୍ରସଙ୍ଗ ଦୁରାଏହୁ ତବହୁଁ ॥

ଭାବାର୍ଥ :- ଶ୍ରୀଶିବ ମହର୍ଷି ନାରଦଙ୍କୁ କହିଲେ, ହେ ମୁନୀ ଶ୍ରେଷ୍ଠ ! ମୁଁ ତୁମକୁ ବାରମ୍ବାର ବିନତି କରି କହୁଛି, ଯେପରି ଆପଣ ଏହି କାମଦେବଙ୍କ ପ୍ରସଙ୍ଗ ମୋତେ କହିଲେ, ସେହିପରି ଭଗବାନ ଶ୍ରୀହରିଙ୍କୁ କେବେ ମଧ୍ୟ ଶୁଣାଇବ ନାହିଁ । ଯଦବା ସେ କେବେ କଥା ପ୍ରସଙ୍ଗରେ ଚର୍ଚ୍ଚା କରନ୍ତି ତେବେ ମଧ୍ୟ ଏହି ବିଷୟକୁ ଲୁଚାଇ ରଖିବ ।

Comments are closed.