ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ନାରଦ ଶ୍ରାପ ଦୀହ୍ନ ଏକ ବାରା ।
କଳପ ଏକ ତେହି ଲଗି ଅବତାରା ॥
ଗିରିଜା ଚକିତ ଭଈଂ ସୁନି ବାନୀ ।
ନାରଦ ବିଷ୍ଣୁ ଭଗତ ପୁନି ଗ୍ୟାନୀ ॥

ଭାବାର୍ଥ :- ଥରେ ମହର୍ଷି ନାରଦ ଭଗବାନଙ୍କୁ ଶ୍ରାପ ଦେଇଥିଲେ । ଏଥିପାଇଁ ଗୋଟିଏ କଳ୍ପରେ ସେହି ଶ୍ରିପରୁ ମୁକ୍ତିପାଇଁ ଅବତାର ଗ୍ରହଣ କଲେ । ଏହି ପ୍ରସଙ୍ଗ ଶୁଣି ଦେବୀ ପାର୍ବତୀ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ – ଆଉ ପଚାରିଲେ, ପ୍ରଭୁ ମହର୍ଷି ନାରଦ ତ ପରମ ବିଷ୍ଣୁ ଭକ୍ତ ଆଉ ମହାଜ୍ଞାନୀ ଅଟନ୍ତି ।

Comments are closed.