ଦୁଇ ଦିନ ଘୁଞ୍ଚିଲା ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବ

ଭୁବନେଶ୍ବର – ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଦୁଇ ଦିନ ଘୁଞ୍ଚିଛି । କୁହାଯାଉଥିଲା ଯେ, ଆସନ୍ତାକାଲି ନବନିର୍ବାଚିତ ବିଜେପି ବିଧାୟକ ଦଳର ନେତା ଘୋଷଣା ହେବା ପରେ ସଂଧ୍ୟାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ । ଏବେ କିନ୍ତୁ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି ।

ଜୁନ୍ ୧୦ ପରିବର୍ତ୍ତେ ୧୨ରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଜଣାପଡିଛି।

Comments are closed.