ମୋଦି ମନ୍ତ୍ରିମଣ୍ଡଳ : କାହାକୁ କେଉଁ ବିଭାଗ

ମୋଦି ମନ୍ତ୍ରିମଣ୍ଡଳ : କାହାକୁ କେଉଁ ବିଭାଗ

ରାଜନାଥ ସିଂହ – ପ୍ରତିରକ୍ଷା ମନ୍ତ୍ରୀ

ଅମିତ ଶାହା – ଗୃହ ଓ ସମବାୟ ମନ୍ତ୍ରୀ

ନୀତିନ ଗଡକରୀ – ସଡକ ଓ ପରିବହନ ମନ୍ତ୍ରୀ

ଜେପି ନଡ୍ଡା – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ସାର ଓ ରସାୟନ ବିଭାଗ ମନ୍ତ୍ରୀ

ଶିବରାଜ ସିଂହ ଚୌହାନ – କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ, ଗ୍ରାମ ଉନ୍ନୟନ ବିଭାଗ ମନ୍ତ୍ରୀ

ନିର୍ମଳା ସୀତାରମଣ – ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ

ଏସ ଜୟଶଙ୍କର – ବୈଦେଶିକ ବ୍ୟାପାର ମନ୍ତ୍ରୀ

ମନୋହର ଲାଲ୍ ଖଟ୍ଟର – ଗୃହ ଓ ନଗର ଉନ୍ନୟନ ଏବଂ ଶକ୍ତି ମନ୍ତ୍ରୀ

ଏଚ.ଡି କୁମାରସ୍ୱାମୀ – ଭାରି ଉଦ୍ୟୋଗ ଏବଂ ଇସ୍ପାତ ମନ୍ତ୍ରୀ

ପୀୟୁଷ ଗୋଏଲ – ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ

ଧର୍ମେନ୍ଦ୍ର ପ୍ରଧାନ – ଶିକ୍ଷା ମନ୍ତ୍ରୀ

ଜିତନ୍ ରାମ ମାଞ୍ଝୀ – ଏମଏସଏମଇ ମନ୍ତ୍ରୀ

ଲଲନ୍ ସିଂହ – ପଞ୍ଚାୟତିରାଜ ମନ୍ତ୍ରୀ ଏବଂ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ

ସର୍ବାନନ୍ଦ ସୋନୱାଲ – ବନ୍ଦର, ଜଳପଥ ଏବଂ ଜାହାଜ ଚଳାଚଳ ମନ୍ତ୍ରୀ

ବୀରେନ୍ଦ୍ର କୁମାର – ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ

କେ. ରାମମୋହନ ନାଇଡୁ – ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ପ୍ରହଲ୍ଲାଦ ଯୋଶୀ – ଖାଦ୍ୟ ଯୋଗାଣ ଓ ଖାଉଟି ବ୍ୟାପାର ମନ୍ତ୍ରୀ

ଜୁଏଲ୍ ଓରାମ – ଆଦିବାସୀ ବ୍ୟାପାର ମନ୍ତ୍ରୀ

ଗିରିରାଜ ସିଂ – ବୟନ ଶିଳ୍ପ ମନ୍ତ୍ରୀ

ଅଶ୍ୱିନୀ ବୈଷ୍ଣବ – ରେଳ ମନ୍ତ୍ରୀ, ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ, ଇଲେକ୍ଟୋନିକ୍ସ ଏବଂ ଆଇଟି ମନ୍ତ୍ରୀ

ଜ୍ୟୋତିରାଦିତ୍ୟ ସିନ୍ଧିଆ – ଯୋଗାଯୋଗ ଏବଂ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ

ଭୂପେନ୍ଦ୍ର ଯାଦବ – ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ

ଗଜେନ୍ଦ୍ର ସିଂ ଶେଖାୱତ – ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ

ଅନ୍ନପୂର୍ଣ୍ଣା ଦେବୀ – ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ

କିରଣ ରିଜିଜୁ – ସଂସଦୀୟ ବ୍ୟାପାର ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ

ହରଦୀପ ସିଂହ ପୁରୀ – ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ

ମନସୁଖ ମାଣ୍ଡଭ୍ୟ – ଶ୍ରମ, ନିଯୁକ୍ତି ବିଭାଗ ମନ୍ତ୍ରୀ ଏବଂ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ମନ୍ତ୍ରୀ

ଜି. କିଷାନ ରେଡ୍ଡୀ –ଖଣି ଓ କୋଇଲା ମନ୍ତ୍ରୀ

ଚିରାଗ ପାସୱାନ୍ – ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ

ସିଆର୍ ପାଟିଲ – ଜଳଶକ୍ତି ମନ୍ତ୍ରୀ

Comments are closed.