ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ଚଲୀ ସୁହାବନି ତ୍ରିବିଧ ବୟାରୀ।
କାମ କୃସାନୁ ବଢାବନିହାରୀ ॥
ରଂଭାଦିକ ସୁର ନାରି ନବୀନା ।
ସକଲ ଅସମସର କଲା ପ୍ରବୀନା ॥

ଭାବାର୍ଥ :- ମନରେ କାମାଗ୍ନିକୁ ଉତ୍ତେଜିତ କରିବା ପାଇଁ ତିନିପ୍ରକାରର ଶୀତଳ, ମଳୟ ସୁଗନ୍ଧିତ ପବନ ବୋହିବାକୁ ଲାଗିଲା । ରମ୍ଭା ଆଦି ସୁନ୍ଦରୀ ନବ ଯୁବତୀ ଦେବାଙ୍ଗନା ମାନେ, ଯେଉଁମାନେ ସମସ୍ତେ କାମକଳାରେ ନିପୁଣ ଥିଲେ ଆସିଲେ ।

Comments are closed, but trackbacks and pingbacks are open.