ଗୀତା ଉପଦେଶ: ଅବିନାଶି ଆତ୍ମାକୁ କେହି ନଷ୍ଟ କରି ପାରିବେ ନାହିଁ

ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଆତ୍ମାର ପ୍ରକୃତ ସ୍ୱରୂପ ବିଷୟରେ କହୁଛନ୍ତି-

ଅବିନାଶି ତୁ ତଦ୍‌ବିଦ୍ଧି ଯେନ ସର୍ବମିଦଂ ତତମ୍ । ବିନାଶମବ୍ୟୟସ୍ୟାସ୍ୟ ନ କଶ୍ମିତ୍‌କର୍ତୁମର୍ହତି।

ଅର୍ଥାତ୍ ଶ୍ରୀକୃଷ୍ଣ କହୁଛନ୍ତି ଆତ୍ମା ଶରୀରରେ ବ୍ୟାପ୍ତ ରହିଛନ୍ତି। ଆତ୍ମା ର ଚୈତନ୍ୟ ଅଛି। ଶରୀର ଜଡ ପଦାର୍ଥ ଦ୍ଵାରା ଗଠିତ ତେଣୁ ତାହାର ଚେତନା ନାହିଁ। ଆତ୍ମା ଅବିନାଶି ଅଟେ। ସେହି ଅକ୍ଷୟ ଆତ୍ମା କୁ କେହି ନଷ୍ଟ କରି ପାରିବେ ନାହିଁ।

Comments are closed, but trackbacks and pingbacks are open.