॥ ଅଯୋଧ୍ୟା କାଣ୍ଡ ॥
ଲାଗହିଂ କୁମୁଖ ବଚନ ସୁଭ କୈସେ । ମୁହଁ ଗୟାଦିକ ତୀରଥ ଜୈସେ ॥ ରାମହି ମାତୁ ବଚନ ସବ ଭାଏ । ଜିତି ସୁରସାରି ଗତ ସଲିଳ ସୁହାଏ ॥
ଭାବାର୍ଥ :- କୈକେୟୀଙ୍କ ଅପବିତ୍ର ମୁହଁ ରେ ଏପରି ଶୁଭ ମଙ୍ଗଳମୟ ଶବ୍ଦର ଉଚ୍ଚାରଣ ଏପରି ଲାଗୁଥିଲା ଯେପରି ମଗଧ ଦେଶର ଗୟା ତୀର୍ଥରେ ପିତୃପୁରୁଷଙ୍କୁ ଅନ୍ତିମ ଶ୍ରାଦ୍ଧ ଦେଇ ଫେରିଛନ୍ତି । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ କିନ୍ତୁ ମାତା କୈକେୟୀଙ୍କ ସବୁ କଥା ଏପରି ମଧୁର ଲାଗିଲା ଯେପରି ସମସ୍ତ ନଦୀର ଭଲ ମନ୍ଦ ପାଣି ଆସି ଗଙ୍ଗା ନଦୀରେ ମିଶି ଶୁଭ, ମଙ୍ଗଳମୟ ଓ ପବିତ୍ର ହୋଇଯାଇଛି ।
Comments are closed.