ସୋନିଆ ଗାନ୍ଧୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ହଠାତ୍ ଅସୁସ୍ଥ ହୋଇପଡିଛନ୍ତି । ଭୀଷଣ ଜ୍ୱର ଯୋଗୁଁ ସୋନିଆଙ୍କୁ ଶୁକ୍ରବାର ସାର୍ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର କିଛି ଡାକ୍ତରୀ ପରୀକ୍ଷା କରାଯାଉଛି। ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା କୁହାଯାଇଛି ।

ଏହା ପୂର୍ବରୁ ଶ୍ବାସ ଜନିତ ସମସ୍ୟା ଯୋଗୁଁ ସୋନିଆଙ୍କୁ ଜାନୁଆରୀ ୪ରେ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Comments are closed.