ଭାରତରେ ସିଙ୍ଗଲ ଡୋଜ୍ ସ୍ପୁଟନିକ କୋଭିଡ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲା ଡିଜିସିଆଇ

ନୂଆଦିଲ୍ଲୀ -ସିଙ୍ଗଲ ଡୋଜ୍ ସ୍ପୁଟନିକ ଲାଇଟ କୋଭିଡ ଟିକାର ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଡିଜିସିଆଇ ଅନୁମତି ଦେଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଏହି ସୂଚନା ଦେଇଛନ୍ତି । ଭାରତରେ କୋଭିଡ ବିରୋଧରେ ଏହା ନବମ ଟିକା । ପୂର୍ବରୁ ‘ସ୍ପୁଟନିକ ଭି’ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା ।

Comments are closed.