ସ୍ଥାନୀୟ ଅର୍ଥନୀତିର ଅଭିବୃଦ୍ଧିରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପ୍ରମୁଖ ଭୂମିକା
ଗ୍ରାମ ପଞ୍ଚାୟତରେ ନିୟୋଜିତ ହେଲେ ବ୍ୟାଙ୍କ ସଖୀ
ବର୍ତ୍ତମାନ ସୁଦ୍ଧା ୧୨୫୨ ମିଶନ ଶକ୍ତି ‘ ବ୍ୟାଙ୍କ ସଖୀ’ଙ୍କ ଦ୍ଵାରା ୨୩୦ କୋଟି ଟଙ୍କାର ଅର୍ଥ କାରବାର
ଭୁବନେଶ୍ୱର: କଟକ ଜିଲ୍ଲା ନରସିଂହପୁର ବ୍ଲକ୍ର କାଠଖୁଣ୍ଟା ଗାଁର ଜଣେ ବୟସ୍କ ପେନ୍ସନ୍ଭୋଗୀ ଗଙ୍ଗା ନାୟକ କୁହନ୍ତି , “ କେବଳ…