Browsing Tag

Biju Chatra Janata Dal

ବିଜୁ ଛାତ୍ର ଜନତା ଦଳର ନବକଳେବର : ୫ କାର୍ଯ୍ୟକାରୀ ସଭାପତି ଓ ୮ ବରିଷ୍ଠ ଉପସଭାପତି ନିଯୁକ୍ତ

ଭୁବନେଶ୍ବର- ବିଜୁ ଯୁବ ଜନତା ପରେ ବିଜୁ ଛାତ୍ର ଜନତା ଦଳର ପୁନର୍ଗଠନ ହୋଇଛି । ବିଜୁ ଛାତ୍ର ଜନତା ଦଳରେ ନୂଆ ପଦାଧିକାରୀ ଓ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଇପ୍ସିତା ସାହୁ ହୋଇଛନ୍ତି ଛାତ୍ର ବିଜେଡି ମହାସଚିବ। ସେହିପରି ଅବିନାଶ ଠାକୁର,…