Browsing Tag

Chief Minister Naveen Patnaik

ଆଜି ୧୪୨ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ୫-ଟି ହାଇସ୍କୁଲ ରୂପାନ୍ତରଣ ଯୋଜନାରେ ଆଜି ରୂପାନ୍ତରିତ ୧୪୨ଟି ସରକାରୀ ଉଚ୍ଚ ବିଦ୍ୟାଳୟକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ଜିଲ୍ଲାର ୩୦, ବାଲେଶ୍ୱରର ୨୩, କନ୍ଧମାଳର ୧୦, ନବରଙ୍ଗପୁର ୧୨ ଓ ସୁନ୍ଦରଗଡ ଜିଲ୍ଲାର ସର୍ବାଧିକ ୬୭ଟି ସରକାରୀ ଉଚ୍ଚ ବିଦ୍ୟାଳୟର…

ରାଜ୍ୟ ସରକାରଙ୍କ ପୋଲିସ ସଂସ୍କାରର ସୁଫଳ: ଦେଶର ଟପ୍-୩ ଥାନା ମଧ୍ୟରେ ଗାଙ୍ଗପୁର

ଛତ୍ରପୁର: ଶାସନ ଓ ପ୍ରଶାସନର ସବୁ କ୍ଷେତ୍ରରେ ଉନ୍ନତିମୂଳକ ପ୍ରୟୋଗ ସହ ରୂପାନ୍ତରଣ ଜରିଆରେ ରାଜ୍ୟବାସୀଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଶିକ୍ଷା ହେଉ କି ସ୍ଵାସ୍ଥ୍ୟ, କ୍ରୀଡ଼ା ଅଥବା ପୋଲିସ ବିଭାଗ, ପ୍ରତିଟି କ୍ଷେତ୍ରରେ ରାଜ୍ୟବାସୀ…

ଅରିଲୋରେ ରାଜ୍ୟର ସର୍ବବୃହତ ଓମଫେଡ୍ ଡେଇରୀ ପ୍ଲାଣ୍ଟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୬ ଲକ୍ଷ ଦୁଗ୍ଧ ଚାଷୀ ହେବେ…

କଟକ – ରାଜ୍ୟର ସର୍ବବୃହତ ଓମଫେଡ୍ ଡେଇରୀ ପ୍ଲାଂଟ ଉଦଘାଟିତ ହୋଇଛି । କଟକ ଜିଲ୍ଲା ବାରଙ୍ଗ ବ୍ଲକ୍ ଅରିଲୋଠାରେ ୨୬୩ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ସଂପୂର୍ଣ୍ଣ ସ୍ୱଂୟଚାଳିତ ଡେଇରୀ ପ୍ଲାଂଟର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକାର୍ପଣ ଉତ୍ସବରେ କୃଷି ମନ୍ତ୍ରୀ…