Browsing Tag

Cyclone Jawad

ସମ୍ଭାବ୍ୟ ବାତ୍ୟା କେଉଁଠି ମାଡ ହେବ, ତାହା କାଲି ସ୍ପଷ୍ଟ ହେବ : ଆଇଏମଡି ଡିଜି

ଭୁବନେଶ୍ୱର- ଆଣ୍ଡାମାନ ସାଗର ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆସନ୍ତାକାଲି ଅବପାତରେ ପରିଣତ ହେବ । ଅବପାତରେ ପରିଣତ ହେଲା ପରେ ସମ୍ଭାବ୍ୟ ବାତ୍ୟା କେଉଁଠି ଏହା ମାଡ ହେବ, ତାହା ସ୍ପଷ୍ଟ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।…