Browsing Tag

East-Coast Railway

ବାତ୍ୟା ଦୃଷ୍ଟିରୁ ଆଉ କିଛି ଟ୍ରେନ ବାତିଲ କଲା ପୂର୍ବତଟ ରେଳପଥ

ଭୁବନେଶ୍ୱର – ବାତ୍ୟା ଦୃଷ୍ଟିରୁ କିଛି ରୁଟ୍‌ରେ ଟ୍ରେନ୍ ଚଳାଚଳ ବାତିଲ କରିଛି ପୂର୍ବତଟ ରେଳପଥ । ଆଜି ଓ ଆସନ୍ତାକାଲି ପାଇଁ ଟ୍ରେନ ବାତିଲ କରାଯାଇଛି । ଆଜି ୩୬ ଓ ଆସନ୍ତାକାଲି ୩୮ଟି ଟ୍ରେନ ବାତିଲ କରାଯାଇଛି ।

ସମ୍ଭାବ୍ୟ ବାତ୍ୟାକୁ ଦେଖି ପୂର୍ବତଟ ରେଳପଥ ପକ୍ଷରୁ ୯୫ଟି ଟ୍ରେନ ବାତିଲ

ଭୁବନେଶ୍ୱର- ସମ୍ଭାବ୍ୟ ବାତ୍ୟା ସ୍ଥିତିକୁ ଦେଖି ପୂର୍ବତଟ ରେଳପଥ ପକ୍ଷରୁ ୯୫ଟି ଟ୍ରେନ ବାତିଲ କରାଯାଇଛି । ଡିସେମ୍ବର ୨, ୩ ଓ ୪ ତାରିଖରେ ଚଳାଚଳ କରିବାକୁ ଥିବା ଟ୍ରେନ୍ ବାତିଲ ହୋଇଥିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ବାତିଲ ଟ୍ରେନ ମଧ୍ୟରୁ ଅଧିକାଂଶ ମେଲ୍ ଓ…