Browsing Tag

Himachal Landslide

ହିମାଚଳ ପ୍ରଦେଶ ଭୂସ୍ଖଳନ: ଆଉ ଚାରି ମୃତଦେହ ଉଦ୍ଧାର, ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

କିନ୍ନର: ହିମାଚଳ ପ୍ରଦେଶର କିନୌର ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ମାଟି ଅତଡ଼ା ତଳେ ଫସି ରହିଥିବା ବହୁ ଗାଡ଼ିରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଜି ଆଉ ଚାରିଟି ମୃତଦେହ ମିଳିଛି । ଫଳରେ ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ଏବେ ବି ଅନେକ ଲୋକ ନିଖୋଜ ଥିବା କୁହାଯାଇଛି।…