Browsing Tag

IAS officer Pooja Singhal

ଆଇଏଏସ୍ ଅଧିକାରୀ ପୂଜା ସିଙ୍ଘଲଙ୍କୁ ନିଲମ୍ବିତ କଲେ ଝାଡ଼ଖଣ୍ଡ ସରକାର

ରାଞ୍ଚି: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଆଇଏଏସ୍ ଅଧିକାରୀ ତଥା ରାଜ୍ୟର ଖଣି ସଚିବ ପୂଜା ସିଙ୍ଘଲଙ୍କୁ ଝାଡ଼ଖଣ୍ଡ ସରକାର ନିଲମ୍ବିତ କରିଛନ୍ତି। ମନି ଲଣ୍ଡରିଂ ଓ ମନରେଗା ଦୁର୍ନୀତି ମାମଲାରେ ଲଗାତାର ଦୁଇ ଦିନ ପଚରାଉଚରା ପରେ ପୂଜା ସିଙ୍ଘଲଙ୍କୁ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ…