Browsing Tag

Kabul airport

ଆଫଗାନିସ୍ତାନ ସଙ୍କଟ: ବିମାନରେ ଝୁଲି ଯିବା ବେଳେ ଖସିପଡ଼ି ୩ ଜଣଙ୍କ ମୃତ୍ୟୁ

କାବୁଲ: ତାଲିବାନର ଆଫଗାନିସ୍ତାନ ଦଖଲ ପରେ ଲୋକମାନେ ଭୟରେ ଦେଶ ଛାଡି ପଳାଇବା ପାଇଁ ବିପଜ୍ଜନକ ଉପାୟ ଅବଲମ୍ବନ କରୁଛନ୍ତି । ସୋମବାର ବିମାନରେ ଝୁଲି ଯିବା ବେଳେ ମଝି ଆକାଶରୁ ଖସିପଡ଼ି ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ୩ ଜଣ ଲୋକ ଏକ ସେନା ବିମାନର ଟୟାରରେ ଝୁଲି ଯାତ୍ରା କରୁଥିଲେ। କାବୁଲ…