Browsing Tag

Kendu Leaf

କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ପାଇବେ ବୋନସ୍ , ଆର୍ଥିକ ସଶକ୍ତିକରଣ ଦିଗରେ ନବୀନଙ୍କ ଆଉ ଏକ ପଦକ୍ଷେପ

କେନ୍ଦୁପତ୍ର ତୋଳାଳି ଓ ଅନ୍ୟ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ୯୨.୭ କୋଟି ଟଙ୍କାର ବୋନସ୍ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ ନେଇ ନିକଟରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିମଧ୍ୟରୁ କେବଳ ବୋନସ୍ ପରିମାଣ ୫୯.୭୮ କୋଟି ଟଙ୍କା ରହିଛି । ସେହିପରି ମୃତ୍ୟୁ ଓ ଅକର୍ମଣ୍ୟ…