Browsing Tag

Maha Shivaratri

ମୁଖ୍ୟମନ୍ତ୍ରୀଙ୍କ ମହାଶିବରାତ୍ରି ଶୁଭେଚ୍ଛା

ଭୁବନେଶ୍ୱର - ଆଜି ପବିତ୍ର ମହାଶିବରାତ୍ରୀ । ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ମହାଦେବଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ଭରିଯାଉ ବୋଲି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।