Browsing Tag

Municipality Election

ପଂଚାୟତ ଓ ପୌର ନିର୍ବାଚନରେ ଓବିସିଙ୍କ ପାଇଁ ୪୦ ପ୍ରତିଶତ ଟକେଟ ସଂରକ୍ଷଣ କରିବ ବିଜେଡି

ଭୁବନେଶ୍ୱର- ଆସନ୍ତାକାଲି ବିଜେଡି ପ୍ରତିଷ୍ଠା ଦିବସ ପାଳନ କରିବ । ପ୍ରତିଷ୍ଠା ଦିବସ ପୂର୍ବରୁ ଦଳର କାର୍ଯ୍ୟକାରିଣୀରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୃହୀତ ହୋଇଛି । ପ୍ରସ୍ତାବ ଅନୁସାରେ ଆଗାମୀ ପଂଚାୟତ ଓ ପୌର ନିର୍ବାଚନରେ ବିଜେଡି ୪୦ ପ୍ରତିଶତ ଓବିସିଙ୍କୁ ଟିକେଟ ଦେବ । ଦଳର…

ପୌର ନିର୍ବାଚନ ପାଇଁ ବିଏମସିର ସଂରକ୍ଷଣ ତାଲିକା ଚୂଡାନ୍ତ, ବଢିବ ନାହିଁ ୱାର୍ଡ ସଂଖ୍ୟା

ଭୁବନେଶ୍ୱର- ପୌର ନିର୍ବାଚନ ପାଇଁ ଭୁବନେଶ୍ୱର ମହାନଗର ନିଗମର ସଂରକ୍ଷଣ ତାଲିକା ଚୂଡାନ୍ତ ହୋଇଛି । ନଗର ଉନ୍ନୟନ ବିଭାଗକୁ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରଦାନ କରିିଛି ବିଏମସି । ୨୦୧୧ ଜନସଂଖ୍ୟା ଅନୁସାରେ ହିଁ ପୌର ନିର୍ବାଚନ ହେବ । ୱାର୍ଡ ସଂଖ୍ୟା ନ ବଢି ପୂର୍ବଭଳି ୬୭ରେ ରହିବ । ଏଥର…