Browsing Tag

Pfizer vaccine

ଆମେରିକାରେ ୫ ରୁ ୧୧ ବର୍ଷର ପିଲାଙ୍କୁ ଫାଇଜର ଟିକା ଦେବାକୁ ମିଳିଲା ଅନୁମତି

ଓ୍ୱାଶିଂଟନ: ଆମେରିକାରେ ଏବେ ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କୁ ମଧ୍ୟ କରୋନା ଟିକା ଦିଆଯିବ | ଶନିବାର ଦିନ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫ୍-ଡି-ଏ) ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କୁ ଫାଇଜର ବାୟୋଏନଟେକ ଦ୍ବାରା ‌ପ୍ରସ୍ତୁତ ଟିକା ଦେବାକୁ ଅନୁମତି ଦେଇଛି। ଫାଇଜର ବାୟୋଏନଟେକ୍…

ପିଲାଙ୍କ ଉପରେ ଫାଇଜର କରୋନା ଟିକା ୯୧ ପ୍ରତିଶତ ପ୍ରଭାବୀ

ଓ୍ୱାଶିଂଟନ: ଆମେରିକାର ଅଗ୍ରଣୀ ଫାର୍ମା କମ୍ପାନୀ ଫାଇଜରର କରୋନା ଟିକା ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ ସୁରକ୍ଷିତ ଓ ସଂକ୍ରମଣ ରୋକିବାରେ ଏହା ପ୍ରାୟ ୯୧ ପ୍ରତିଶତ ପ୍ରଭାବୀ ବୋଲି ଜଣାପଡିଛି। ଆମେରିକା ଏହି ବୟସ ବର୍ଗରେ ପିଲାମାନଙ୍କ ଟିକାକରଣ ଆରମ୍ଭ କରିବାକୁ ଚିନ୍ତା କରୁଥିବା…

୫ କୋଟି ଡୋଜ୍ ଟିକା କିଣିବା ପାଇଁ ଫାଇଜର ସହ ଭାରତ ସରକାରଙ୍କ ଆଲୋଚନା

ନୂଆଦିଲ୍ଲୀ: ଆମେରିକୀୟ ଔଷଧ କମ୍ପାନୀ ଫାଇଜର ଠାରୁ ପ୍ରାୟ ୫ କୋଟି ଡୋଜ କରୋନା ଟିକା କିଣିବା ପାଇଁ କେନ୍ଦ୍ର ସରକାର ଆଲୋଚନା ଆରମ୍ଭ କରିଛନ୍ତି। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ଖବର ଅନୁଯାୟୀ ସରକାର ଫାଇଜର ଏବଂ ଏହାର ଜର୍ମାନ ସହଯୋଗୀ ବାୟୋଏନଟେକ ଏସ୍ଇ ସହିତ ଆଲୋଚନା କରୁଛନ୍ତି | ତେବେ…