Browsing Tag

Strawberry Hub

କୋଟିଆକୁ ଷ୍ଟ୍ରବେରି ହବରେ ପରିଣତ ପାଇଁ ଉଦ୍ୟମ ଜାରି

ପଟ୍ଟାଙ୍ଗି: କୋଟିଆରେ ଏବେ ଫଳୁଛି ଷ୍ଟ୍ରବେରି | କୋଟିଆରେ ଏବେ ଷ୍ଟ୍ରବେରି ଚାଷକୁ ରାଜ୍ୟ ସରକାର ଏବେ ପ୍ରୋତ୍ସାହନ ଦେଉଛନ୍ତି । ଏଠାକାର ଜଳବାୟୁ ଏହି ଚାଷ ପାଇଁ ବେଶ ଅନୁକୂଳ ହୋଇଛି । ଭିଟାମିନ-ସି ଓ ଆଇରନରେ ଭରପୂର ଷ୍ଟ୍ରବେରି ପାଇଁ ଓଡ଼ିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି…