Browsing Tag

Subash Chandra Bose

ଓଡ଼ିଶାର ବୀରପୁତ୍ର ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ପୁଣ୍ୟ ଜନ୍ମ ବାସରେ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଥିଲେ ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ୨୩ ଜାନୁଆରୀ ୧୮୯୭ ରେ ହୋଇଥିଲା । ଉକ୍ତ ଦିନର ହିନ୍ଦୁ ପରମ୍ପରା ଅନୁଯାୟୀ ତିଥି ଥିଲା ମାଘ ମାସ ୧୧ ଦିନ, ଶନିବାର…