ଅପରାଧୀଙ୍କୁ ଧରିବ ପୋଲିସ୍‌ର ‘ଅତିଥି’

ଭୁବନେଶ୍ୱର – ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ‘ଅତିଥି’ ନାମକ ନୂଆ ଆପ୍ ବାହାର କରିଛି । ଏହି ଆପ୍ ଜରିଆରେ ହୋଟେଲ୍‌ର ତଥ୍ୟ ସଂଗ୍ରହ କରିବ ପୋଲିସ । ସରାଇ ଆକ୍ଟ ଅନୁସାରେ ହୋଟେଲ ମାଲିକ ସବୁ ତଥ୍ୟ ପୋଲିସକୁ ଦେବେ । ତଥ୍ୟ କେବଳ ପୋଲିସ ପାଖରେ ରହିବ । ଏହାକୁ ସାର୍ବଜନୀନ କରାଯିବ ନାହିଁ । ସମସ୍ତ ଗେଷ୍ଟ ହାଉସ ଓ ଲଜ୍‌କୁ ଏ ନେଇ ନିର୍ଦ୍ଦେଶ ଦିଆଯିବ । ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଭୁବନେଶ୍ୱର ଡିସିପି କହିଛନ୍ତି ।

Comments are closed.