ପିପିଲିରେ 78.24 ପ୍ରତିଶତ ମତଦାନ

ପିପିଲି - ପିପିଲି ବିଧାନସଭା ଆସନ ଉପନିର୍ବାଚନରେ ମତଦାନ ପ୍ରତିଶତ 78.24 ପ୍ରତିଶତ ରହିଛି । ମତଦାନ ପ୍ରାୟ ଶାନ୍ତିପୂର୍ଣ୍ଣ ରହିଛି । ଇଭିଏମରେ ସିଲ୍ ହୋଇଛି 10 ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ । ମୁଖ୍ୟ ପ୍ରତିଦ୍ବନ୍ଦିତା ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେଉଛି । ଆସନ୍ତା 3

ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାରର ହେବ ରୂପା ଛାଉଣୀ, ଶୁକ୍ରବାର ମନ୍ଦିରର ସ୍ଥିତି ପରଖିବେ ବିଏମସି କମିଶନର

ଭୁବନେଶ୍ୱର - ଫନି ବାତ୍ୟାରେ ଭାଙ୍ଗି ଯାଇଥିବା ଶ୍ରୀଲିଙ୍ଗରାଜ ମନ୍ଦିରର ସିଂହଦ୍ୱର୍ର ରୂପ ବଦଳିବାକୁ ଯାଉଛି । ବର୍ତ୍ତମାନର ପିତ୍ତଳ ପରିବର୍ତ୍ତେ ରୂପା ଚଦରର ଛାଉଣୀ କରାଯିବ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଏମସି କମିଶନର ସଞ୍ଜୟ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି…

କ୍ରୀଡା ଭିତ୍ତିଭୂମିକୁ ଆହୁରି ସୁଦୄଢ କରିବେ ରାଜ୍ୟ ସରକାର : ୮୯ ବହୁମୂଖୀ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ…

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ ଆଜି " ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ " ଯୋଜନାରେ ୮୯ ଗୋଟି " ବହୁମୂଖୀ ଇନ୍‌ଡୋର ଷ୍ଟାଡ଼ିୟମ ନିର୍ମାଣ ନିମନ୍ତେ ମଞ୍ଜୁରି ପ୍ରଦାନ କରିଛନ୍ତି ଯାହା ନିମନ୍ତେ ଟ.୬୯୩.୩୫ କୋଟି ବ୍ୟୟ ବରାଦ କରାଯାଇଅଛି ଏବଂ ଏହା ୧୮ ମାସ ମଧ୍ୟରେ ସଂପୂର୍ଣ୍ଣ…