ଗାଁ ପୋଖରୀରୁ ମିଳିଳା ନିଖୋଜ ଶିଶୁକନ୍ୟାର ମୃତଦେହ

ନୟାଗଡ- ନୟାଗଡ ଜିଲ୍ଲା ରାଜସୁନାଖଳା ବଧିପାଟଣା ଗାଁରୁ ନିଖୋଜ ଶିଶୁକନ୍ୟାର ମୃତଦେହ ମିଳିଛି । ନିଖୋଜ ହେବାର ୫ ଦିନ ପରେ ୩ ବର୍ଷିୟା ସ୍ୱାତୀର ମୃତଦେହ ପୋଖରୀରୁ ଭାସୁଥିବା ଅବସ୍ଥାରେ ମିଳିଛି । ରଣପୁର ଥାନା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ଶିଶୁକନ୍ୟା ନିଖୋଜ ହେବା ନେଇ ଶୁକ୍ରବାର ଥାନାରେ ଅଭିଯୋଗ ହୋଇଥିଲା ।

Comments are closed.