ଦିନକ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ, ଏସଓପି ପ୍ରସ୍ତୁତି ନେଇ ବୈଠକ ଆରମ୍ଭ

ପୁରୀ – ଆଉ ଦିନକ ପରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ଭକ୍ତ । ଦର୍ଶନ ବ୍ୟବସ୍ଥା ନେଇ ଏସଓପି ପ୍ରସ୍ତୁତି ଚାଲିଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏ ନେଇ ଚାଲିଛି ବୈଠକ । ସମସ୍ତ ଅଧକାରୀଙ୍କୁ ଏସଓପି ବିଷୟରେ ଜିଲ୍ଲାପାଳ ବଲୱନ୍ତ ସିଂହ । ବୈଠକରେ ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ, ଉପଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ ଅତିରିକ୍ତ ଏସପି ପ୍ରମୁଖ ଉପସ୍ଥିତ ଅଛନ୍ତି ।

Comments are closed.