ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର

୧.ଶାରଦାଙ୍କ ସ୍ମୃତିରେ : ଏଣିକି ପ୍ରତିବର୍ଷ ଦିଆଯିବ ଶାରଦା ପ୍ରସନ୍ନ ନାୟକ ଗୀତି କବିତା ପୁରସ୍କାର, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

୨.ଓଡିଶା ପାଇଁ ଗର୍ବର ବିଷୟ : ୨୦ ବର୍ଷ ପରେ ପ୍ରଥମ ଓଡିଆ ସଦସ୍ୟ ଭାବେ ରାଜ୍ୟସଭାରେ ଗୃହକାର୍ଯ୍ୟ ପରିଚାଳନା କଲେ ସସ୍ମିତ ପାତ୍ର

୩.ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ ପାଇଁ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗ ଆହ୍ୱାନ କଲା ଗଣଶିକ୍ଷା ବିଭାଗ

୪.ଆତଙ୍କୀ ମଡ୍ୟୁଲ ଧ୍ୱସ୍ତ କଲା ଏନଆଇଏ,ପଶ୍ଚିମବଙ୍ଗ ଓ କେରଳରୁ ୯ ଅଲ-କାଏଦା ଆତଙ୍କବାଦୀ ଗିରଫ

୫.ଆସନ୍ତା ସପ୍ତାହରେ ଭାରତରେ ହେବ ଅକ୍ସଫୋର୍ଡ ଟିକାର ତୃତୀୟ ପରୀକ୍ଷଣ

୬.ଅନ୍ତିମ ଜଳଯାତ୍ରାରେ ‘ବିରାଟ’

୭.ଗିରଫ ସାମ୍ବାଦିକ ଚୀନ୍ ଏଜେଂଟ୍ : ଚାଂଚଲ୍ୟକର ଖୁଲାସା କଲା ଦିଲ୍ଲୀ ପୋଲିସ

Comments are closed.