ନ୍ୟୁଜରୁମ: ସକାଳର ଖବର

 

୧.ପ୍ରଦୀପଙ୍କ ବିରୋଧରେ ବିଷ ଓଗାଳିଲେ ବିଧାୟକ ରମେଶ ଜେନା

୨.ବାସେଳିସାହି ଥାନା ସମେତ ପୁରୀର ୫ ଆଇଆଇସି ବଦଳିଲେ

୩.ଲିଙ୍ଗରାଜ ମନ୍ଦିରର ଅବଢା ଅନଲାଇନରେ ବିକ୍ରି ହେବା ନେଇ ଥାନାରେ ଏତଲା

୪.ଜାନୁଆରୀରୁ ପୁଣି କଡାକଡି ହେବ ଟ୍ରାଫିକ ଯାଂଚ, ଚଳିତ ମାସରେ ଲୋକଙ୍କୁ କରାଯିବ ସଚେତନ

୫.ଦୁଇବର୍ଷ ପରେ ସର୍ବୋଚ୍ଚ ସ୍ତରରେ ତେଲ ଦର

୬.ଚାଷୀ ଆନ୍ଦୋଳନକୁ ବିଜେନ୍ଦରଙ୍କ ସମର୍ଥନ: କୃଷି ଆଇନ ପ୍ରତ୍ୟାହାର ନ କଲେ ଖେଳରତ୍ନ ପୁରସ୍କାର ଫେରାଇବାକୁ ଚେତାବନୀ

୭.ଆନ୍ଧ୍ର ପ୍ରଦେଶରେ ଅଜଣା ରୋଗ ଆତଙ୍କ, ଜଣେ ମୃତ,୨୦୦ରୁ ଊର୍ଦ୍ଧ୍ୱ ଅସୁସ୍ଥ

୮.ଭାରତରେ କରୋନା ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଲୋଡିଲା ଫାଇଜର

୯.ପାଣ୍ଡ୍ୟାଙ୍କ ସୁପର ଶୋ’: ଦ୍ୱିତୀୟ ଟି୨୦ରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇ ସିରିଜ କବ୍‌ଜା କଲା ଭାରତ

Comments are closed.