ବରଗଡ ଜିଲ୍ଲା ଗାଇସିଲେଟରେ ତିନି ଯୁବକଙ୍କୁ ଦଳିଦେଲା ହାତୀ

ବରଗଡ- ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକରେ ହାତୀ ଆକ୍ରମଣରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ଗାଇସିଲେଟ ବ୍ଲକ୍ ଉମରାଡ ଗାଁରେ ଘଟିଛି ଏହି ଘଟଣା । ଶୌଚ ହେବା ପାଇଁ ଯାଉଥିବା ବେଳେ ହାତୀ ଆକ୍ରମଣରେ ତିନି ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ବନ ବିଭାଗ । ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

Comments are closed.