ରାଜ୍ୟରେ ମଣ୍ଡି ଖୋଲିବା ପ୍ରସଙ୍ଗରେ ଡିଏଲପିସି ନିଷ୍ପତି ନେବ : ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟରେ ମଣ୍ଡି ଖୋଲିବା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, କେବେ ଓ କେଉଁଠାରେ ମଣ୍ଡି ଖୋଲିବ, ସେ ନେଇ ଡିଏଲପିସି ନିଷ୍ପତି ନେବ । ସାରା ରାଜ୍ୟରେ ମଣ୍ଡି ଖୋଲିବା ନେଇ ତାରିଖ ଧାର୍ଯ୍ୟ ହୋଇଛି । ଏପ୍ରିଲ ପହିଲା ଯାଏଁ ରାଜ୍ୟରେ ମଣ୍ଡି ଖୋଲା ରହିବ । କେଉଁଠାରେ ବି କଟନି ଛଟନି ଦେଖିବାକୁ ମିଳୁନି ବୋଲି ମନ୍ତ୍ରୀ କହିଛନ୍ତି । 

Comments are closed.