ଆଇପିଏଲ ବେଟିଂ କିଙ୍ଗପିନ୍ ଦୀନେଶ ରାଠିକୁ କୋଲକାତାରୁ ଗିରଫ କଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର- ବ୍ରହ୍ମପୁର ପୋଲିସକୁ ବଡ ସଫଳତା ମିଳିଛି । ବହୁଚର୍ଚ୍ଚିତ ଆଇପିଏଲ ବେଟିଂର କିଙ୍ଗପିନ୍ ଦୀନେଶ ରାଠିକୁ ଗିରଫ କରାଯାଇଛି । କୋଲକାତାରୁ ରାଠିକୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ୫ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ତାକୁ ଆଣିଛି ବ୍ରହ୍ମପୁର ପୋଲିସ । ପୂର୍ବରୁ ଏହି ମାମଲାରେ ୬ ଜଣଙ୍କୁ ଗିରଫ କରିଥିଲା ପୋଲିସ ।

Comments are closed.