ଆଗାମୀ ଶିକ୍ଷାବର୍ଷରେ ଏବିବିଏସ ପରୀକ୍ଷା ନେଇ ସବୁ ବିଶ୍ୱବିଦ୍ୟାଳୟ ନିୟନ୍ତ୍ରକଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି

ଭୁବନେଶ୍ୱର- ଏମବିବିଏସ ପରୀକ୍ଷା ସଂପର୍କରେ ଉଚ୍ଚଶିକ୍ଷା ବିଭାଗର ଚିଠି । ୨୦୨୧-୨୨ ଶିକ୍ଷାବର୍ଷରେ ହେବାକୁ ଥିବା ପରୀକ୍ଷା ନେଇ ସବୁ ବିଶ୍ୱବିଦ୍ୟାଳୟ ନିୟନ୍ତ୍ରକଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ । କେଉଁ ପରୀକ୍ଷା କେବେ ହେବ, ତାହାର ସବୁ ତାଲିକା ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ । ସେମିଷ୍ଟର, ପିଜି କୋର୍ସ, ପ୍ରାକ୍ଟିକାଲ କେବେ ହେବ,ଏ ନେଇ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି ।

Comments are closed.