ଆଜି ଅପରାହ୍ନ ୪ଟାରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ପାଇଁ ଆରମ୍ଭ ହେବ ପଞ୍ଜୀକରଣ

ନୂଆଦିଲ୍ଲୀ – ୧୮ ବର୍ଷରୁ ଅଧିକ ବୟସ୍କଙ୍କ କୋଭିଡ ଟିକାକରଣ ପାଇଁ ଆଜିଠାରୁ ଆରମ୍ଭ ହେବ ପଞ୍ଜୀକରଣ । ଅପରାହ୍ନ ୪ଟାରେ କୋ-ୱିନ୍ ଆପ୍‌େରେ ପଞ୍ଜୀକରଣ ଆରମ୍ଭ ହେବ । ଆରୋଗ୍ୟ ସେତୁ ଆପ୍ ଓ ଉମଙ୍ଗ ସେତୁ ଆପ୍ ମାଧ୍ୟମରେ ବି ପଞ୍ଜୀକରଣ ହେବ । ମେ ପହିଲାରେ ଆରମ୍ଭ ହେବ ଟିକାକରଣ । ଓଡିଶା ସମେତ ଆଉ କିଛି ରାଜ୍ୟ ଏହି ଟିକାକରଣ ମାଗଣାରେ କରିବା ପାଇଁ ଘୋଷଣା କରିସାରିଛନ୍ତି ।

Comments are closed.