ଜଷ୍ଟିସ ଏସ. ମୁରଲୀଧର ହେବେ ଓଡିଶା ହାଇକୋର୍ଟର ପରବର୍ତୀ ମୁଖ୍ୟ ବିଚାରପତି

କଟକ- ଜଷ୍ଟିସ ଏସ. ମୁରଲୀଧର ହେବେ ଓଡିଶା ହାଇକୋର୍ଟର ପରବର୍ତୀ ମୁଖ୍ୟ ବିଚାରପତି । ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ମୁରଲୀଧରଙ୍କ ନାଁ ସୁପାରିଶ କରିଛି । ବର୍ତମାନ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଅଛନ୍ତି । ଏହି ବର୍ଷ ମାର୍ଚ୍ଚ ୬ ତାରିଖରେ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ।

Comments are closed.