ଜେଇଇ ଆଡଭାନ୍ସଡ ୨୦୨୦ ପରୀକ୍ଷା ଫଳ, ଓଡିଶାରେ ଟପ୍ପର ହେଲେ ଶିବାଶିଷ ରାଉତ

ନୂଆଦିଲ୍ଲୀ -ପ୍ରକାଶ ପାଇଛି ଜେଇଇ ଆଡଭାନ୍ସଡ ୨୦୨୦ ପରୀକ୍ଷା ଫଳ । ଓଡିଶାରେ ଟପ୍ପର ହୋଇଛନ୍ତି ଶିବାଶିଷ ରାଉତ । ସର୍ବଭାରତୀୟ ସ୍ତରରେ ଶିବାଶିଷଙ୍କ ର‌୍ୟାଙ୍କ୍ ହେଉଛି ୭୩ । ଆଇଆଇଟି ବମ୍ବେ ଜୋନ୍‌ର ଚିରାଗ ଫାଲୋର ଅଲ୍ ଇଣ୍ଡିଆ ଟପ୍ପର ହୋଇଛନ୍ତି । ପାଖାପାଖି ଦେଢ ଲକ୍ଷ ପରିକ୍ଷାର୍ଥୀ ଏଥର ଜେଇଇ ଆଡଭାନ୍ସଡର ଦୁଇଟିଯାକ ପେପର ପରୀକ୍ଷା ଦେଇଥିଲେ । ଏଥିରୁ ୪୩ ହଜାର ୨୦୪ ଜଣ ପରିକ୍ଷାର୍ଥୀ ହିଁ କୃତକାର୍ଯ୍ୟ ହୋଇଛନ୍ତି ।

Comments are closed.