ତେଲେଙ୍ଗାନା ରୁ ଧରାପଡିଲା ହାଇଦର

ଭୁବନେଶ୍ୱର- କଟକର ଏସସିବିରୁ ଫେରାର ହୋଇଯାଇଥିବା ଗ୍ୟାଙ୍ଗଷ୍ଟର ହାଇଦର ତେଲେଙ୍ଗାନାରରୁ ଧରାପଡ଼ି ଛି । ତେଲେଙ୍ଗାନା ପୋଲିସର ସହାୟତାରେ ସାଙ୍ଗାରେଡ୍ଡୀ ଜିଲ୍ଲାରୁ ହାଇଦର କୁ ଧରିଲା କମିଶନରେଟ ପୋଲିସ । ବାଇକରେ ପଳାଇ ଯାଉଥିବା ବେଳେ ଧରାପଡ଼ି ଥିଲା ହାଇଦର । ତେଲେଙ୍ଗାନା ଯାଇଥିଲା ଓଡ଼ିଶା ପୋଲିସର ୨ଟି ଟିମ୍ । ପୋଲିସ କମିଶନର ସୌମେନ୍ଦ୍ର ପ୍ରୀୟଦର୍ଶୀ ଏହି ସୂଚନା ଦେଇଛନ୍ତି ।

 

Comments are closed.