ତୈଳ ଦର ବୃଦ୍ଧିର ପ୍ରଭାବ : ବଢିଲା ଘରୋଇ ବସ ଭଡା

ଭୁବନେଶ୍ୱର- ତେଳ ଦର ବୃଦ୍ଧ ଯୋଗୁଁ ରାଜ୍ୟର ଘରୋଇ ବସ ଭଡା ବଢିଛି । ସାଧାରଣ ବସ ଭଡା କିଲୋମିଟର ପିଛା ୭୨ରୁ ୭୩ ପଇସା, ଏକ୍ସପ୍ରେସ ବସ ଭଡା ୭୫ରୁ ୭୬ ପଇସା, ଡିଲକ୍ସ ବସ ଭଡା କିଲୋମିଟର ପିଛା ୧ ଟଙ୍କା ୫ ପଇସାରୁ ୧ ଟଙ୍କା ୭ ପଇସା ଏସି ଡିଲକ୍ସ ବସ ଭଡା କିଲୋମିଟର ପିଛା ୧ ଟଙ୍କା ୨୭ ପଇସାରୁ ୧ ଟଙ୍କା ୨୯ ପଇସା ବୃଦ୍ଧି ପାଇଛି ।

Comments are closed.