ଦେଶରେ ୮୧ ହଜାର ୪୮୪ ନୂଆ କୋରୋନା ମାମଲା, ମୃତ୍ୟୁ ସଂଖ୍ୟା ୯୯ ହଜାର ୭୭୩

ନୂଆଦିଲ୍ଲୀ – ଦେଶରେ ଗତ ୨୪ ଘଂଟାରେ ୮୧ ହଜାର ୪୮୪ ନୂଆ କୋରୋନା ମାମଲା ଆସିଛି । ଏଥିସହ ଭାରତର ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୩ ଲକ୍ଷ ୯୪ ହଜାର ୬୯କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୫୩ ଲକ୍ଷ ୫୨ ହଜାର ୭୮ ଜଣ ସୁସ୍ଥ ହୋଇସାରିଛନ୍ତି । ୯ ଲକ୍ଷ ୪୨ ହଜାର ୨୧୭ ଜଣ ଚିକିତ୍ସାଧୀନ ଅଛନ୍ତି । ଏଣେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୯୯ ହଜାର ୭୭୩କୁ ବୃଦ୍ଧି ପାଇଛି । ଦିନକରେ ଦେଶରେ ୧୦୯୫ ଜଣ ପ୍ରାଣ ହରାଇଛନ୍ତି ।

Comments are closed.