ନ୍ୟୁଜରୁମ୍: ସକାଳର ଖବର

  • ଶିଳ୍ପାୟନ ଜରିଆରେ ବନ୍ଦର ଭିତ୍ତିକ ବିକାଶ ଉପରେ ନବୀନଙ୍କ ଗୁରୁତ୍ୱ, ଆସନ୍ତାମାସରେ କାର୍ଯ୍ୟକ୍ଷମ ହେବ ରାଜ୍ୟ ମାରିଟାଇମ୍ ବୋର୍ଡ
  • ସଂକ୍ରମଣ ବଢୁଥିବାରୁ କୋଭିଡ ସେଂଟର ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ, ସିଡିଏମଓ,ମ୍ୟୁନିସିପାଲ କମିଶନରଙ୍କୁ ଏସିଏସଙ୍କ ଚିଠି
  • ହରେକୃଷ୍ଣ ମହତାବଙ୍କ ରଚିତ ‘ଓଡ଼ିଶା ଇତିହାସ’ର ହିନ୍ଦୀ ସଂସ୍କରଣ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ
  • କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ପୁରୀ ଜିଲ୍ଲା ପ୍ରଶାସନର ସତର୍କତାମୂଳକ ପଦକ୍ଷେପ
  • ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ନବମ ଓ ଏକାଦଶ ଶ୍ରେଣୀ ପାଠପଢା ଏପ୍ରିଲ ୩୦ ଯାଏଁ ବନ୍ଦ
  • କନ୍ଧମାଳ ଜିଲ୍ଲାରେ ନକ୍ସଲ ବିରୋଧୀ ମିଳିତ ଅପରେସନ ଜୋରଦାର
  • ଦିଲ୍ଲୀ ହାଇକୋର୍ଟଙ୍କ ରାୟ, କାର୍‌ରେ ଏକା ଥିଲେ ବି ମାସ୍କ ବାଧ୍ୟତାମୂଳକ

Comments are closed.