ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର

୧.ଇଂରାଜୀ ଦୈନିକର ଚାଂଚଲ୍ୟକର ଖୁଲାସା : ଚୀନ୍‌ର ଗୁଇନ୍ଦାଗିରି ତାଲିକାରେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ ଓ ବିରୋଧୀ ଦଳର ନେତାଙ୍କ ସମେତ ବହୁ ଭିଆଇପି

୨.ସାଂସଦଙ୍କ ୩୦ ପ୍ରତିଶତ ଦରମା କାଟ୍ ପ୍ରସ୍ତାବ, ଲୋକସଭାରେ ଆଗତ ହେଲା ବିଲ୍

୩.ଲଗାତର ଦ୍ୱିତୀୟ ଥର ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚିତ ହେଲେ ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ, ବାଚନିକ ଭୋଟରେ ବିଜୟୀ, ବିଜେଡି ଦେଇଥିଲା ସମର୍ଥନ

୪.ଚାଲିଗଲେ ବଡଭାଇ ନଦିୟା ବିହାରୀ ମହାନ୍ତି , ଶିଶୁସଂସାର କାର୍ଯ୍ୟକ୍ରମର ଥିଲେ ଲୋକପ୍ରିୟ ଉପସ୍ଥାପକ

୫.ଆସନ୍ତା ୨୯ରୁ ବିଧାନସଭାର ମୌସୁମୀ ଅଧିବେଶନ, ରହିବ ନାହିଁ ପ୍ରଶ୍ନକାଳ

Comments are closed.