ନ୍ୟୁଜରୁମ: ସକାଳର ଖବର

୧.ଏକାମ୍ର କ୍ଷେତ୍ରକୁ ଭିକ୍ଷୁକ ମୁକ୍ତ ପାଇଁ ପ୍ରକ୍ରିୟା ଆରମ୍ଭ କଲେ ବିଏମସି ଓ ବିଡିଏ

୨.ଆକାଶ ପାଠକଙ୍କୁ ରିମାଣ୍ଡରେ ନେବା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି,ସଂଗ୍ରହ ହେବ ଦସ୍ତଖତ ନମୁନା

୩.ବିନା ହେଲମେଟରେ ବାଇକ ରାଲି, ଟ୍ୱିନ୍ ସିଟିରେ ୧୦୦ ବିକ୍ଷୋଭକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

୪.ରାଜ୍ୟ ସରକାରଙ୍କ ‘ମାଣ୍ଡିଆ ମିଶନ’କୁ ନୀତି ଆୟୋଗ ଅଧ୍ୟକ୍ଷଙ୍କ ପ୍ରଶଂସା

୫.କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା : କିଛି ସପ୍ତାହ ମଧ୍ୟରେ ଦିଆଯିବ କୋରୋନା ଟିକା

୬.ମାଉଣ୍ଟ ଏଭରେଷ୍ଟ ଉଚ୍ଚତା ନେଇ ନୂଆ ତଥ୍ୟ ଦେଲେ ଚୀନ୍‌-ନେପାଳ

୭.ଆନ୍ଦୋଳନରତ ଚାଷୀଙ୍କୁ ଆଲୋଚନା ପାଇଁ ଡାକିଲେ ଅମିତ ଶାହା

୮.ଡବ୍ଲୁଏଚ୍‌ଓ ଫାଉଣ୍ଡେସନର ପ୍ରଥମ ସିଇଓ ହେଲେ ଅନିଲ ସୋନି

୯.ଭାରତୀୟ ମୋବାଇଲ କଂଗ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ଆସନ୍ତା ୩ ବର୍ଷରେ ପ୍ରତି ଗାଁରେ ମିଳିବ ଇଂଟରନେଟ୍

୧୦.ବ୍ରିଟେନ୍ ଆରମ୍ଭ କଲା କୋଭିଡ୍‌-୧୯ ଟିକାକରଣ ଅଭିଯାନ

୧୧.ତୃତୀୟ ଟି୨୦ରେ ଭାରତକୁ ୧୨ ରନରେ ହରାଇଲା ଅଷ୍ଟ୍ରେଲିଆ

୧୨.‘ବ୍ରେକ୍ ଡ୍ୟାନ୍ସିଂ’କୁ ମିଳିଲା ଅଲିମ୍ପିକ୍ କ୍ରୀଡ଼ାର ମାନ୍ୟତା, ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ସାମିଲ

 

Comments are closed.